ଗରଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ =ସେଚନ, ଗ୍ରାସ କରିବା+ ଭାବ.ଅନ) ସମ୍ପାଦନା

୧. ଛିଞ୍ଚିବା; ସେଚନ —୧. Sprinkling.
୨. ଗିଳିବା —୨. Swallowing.
୩. ଭକ୍ଷଣ —୩. Eating.
୪. ବିଷ —୪. Poison.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଗ୍ରହଣ) ସମ୍ପାଦନା

ସୂର୍ଯ୍ୟ ବା ଚନ୍ଦ୍ର ଗ୍ରହଣ —Eclipse.