ଗରଜାଇବା
ଗରଜାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଗର୍ଜଧାତୁ)
ସମ୍ପାଦନା- ୧. ଗରଜିବାର ଣିଜନ୍ତରୂପ — ୧. The causative from of 'Garajibā'.
- ୨. ଞ୍ଚାଦୁଧକୁ ଅଗ୍ନି ଉତ୍ତାପରେ ସାମାନ୍ୟ ଉଷୁମାଇବା — ୨. To heat milk on fire till it simmers.
[ଦ୍ରଷ୍ଟବ୍ୟ —କଞ୍ଚାଦୁଧ ଅପେକ୍ଷା ଗରଜା ହୋଇଥିବା ଦୁଧ ବେଶି ସମୟ ଅବିବୃତ ରହେ]