ଗବ୍ ଗବ୍

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ. (ଧ୍ୱନ୍ୟନୁକରଣ)

ସମ୍ପାଦନା

ନିଆଁଉପରେ ସ୍ଥାପିତ ପାତ୍ରସ୍ଥ ପାଣିରେ ଚାଉଳ ଆଦି ଫୁଟିବା ଶବ୍ଦର ଅନୁକରଣ — ୧. Bubbling sound; sound like that of rice briskly boiling in a pot on the fire.

୨. ସରୁମୁହାଁ ମାଠିଆରୁ ଏକାବେଳେକେ ପାଣି ଅଜାଡ଼ିବାର ଶବ୍ଦ —୨. Sound like that of pouring out water profusely from a narrow-mouthed pitcher.