ଗନ୍ତାଘର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଭଣ୍ଡାର ଘର — ୧. Repository; for daily required articles; store-room.

ଗନ୍ତାଘର ହେଲା ତୁମ୍ଭର ସର୍ବସ୍ୱ ରାଧାନାଥ ଦରବାର


୨. ଯେଉଁ ଘରେ ରାଜାଙ୍କ ପୋଷାକ ଆଦି ଥାଏ — ୨. A Raja's wardrobe.

ଗନ୍ତାଇତ ଗନ୍ତାଘରକୁ ଲୁଟାଇ କୃଷ୍ଣସିଂହ. ମହାଭାରତ. ବନ