ଗଦାପାଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗଦା + ପାଣି) ସମ୍ପାଦନା

ଯେ ହାତରେ ଗଦା ଧରିଅଛି —Armed with or holding a mace.

ବିଶେଷ୍ୟ - ସମ୍ପାଦନା

ବିଷ୍ଣୁ —A name of Bishṇu.