ଗଜତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ଗଜ+ସମୂହାର୍ଥେ. ତା; ତୁଳ. ଜନତା)— ହସ୍ତିସମୂହ; ହାତୀ ପଲ — ୧. A herd of elephants.
୨. (ଗଜ+ଭାବାର୍ଥେ. ତା)—ହାତୀର ଅବସ୍ଥା — ୨. The state of an elephant (M.W.)