ଗଙ୍ଗୋତ୍ତରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଙ୍ଗା+ଅବତରଣ; ଯେଉଁଠାରେ ଗଙ୍ଗା— ନଦୀ ପୃଥିବୀର ଅବତୀର୍ଣ୍ଣ ହୋଇଅଛି) ସମ୍ପାଦନା

ଗଢ଼ବାଲ ରାଜ୍ୟର ଅନ୍ତର୍ଗତ ହିମାଳୟର ଏକ କ୍ଷୁଦ୍ର ଶୃଙ୍ଘ, ଯେଉଁଠାରେ ଗଙ୍ଗା ପର୍ବତ ଦେହରୁ ବାହାରି ତଳେ ଭୂମିରେ ପଡ଼ିଅଛି (ଏହା ହିନ୍ଦୁମାନଙ୍କର ଗୋଟିଏ ତୀର୍ଥ) — Name of a small peak of the Himalayas whence the Ganges descends to the earth.