ଗଉଡ଼ିଆ
ଗଉଡ଼ିଆ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଗଉଡ଼ିଆ
|
ଦେଶଜ - ବିଶେଷଣ - ସମ୍ପାଦନା
- ୧. ଗୋପାଳ ଜାତୀସମ୍ୱନ୍ଧୀୟ — ୧. Pertaining to the cow-herd caste.
- ୨. (ଗୋଳି) ଅଖାଡ଼ୁଆ — ୨. (a term of abuse) Fool-hardy.
- ୩. (ଗାଳି) ମୂର୍ଖ —୩. (abuse) Illiterate.
- ୪. (ଗାଳି)—ନର୍ବୁଦ୍ଧିଆ —୪. (abuse) Stupid.
- ୫. (ଗାଳି) ମଗରା; ଏକବାଗିଆ — ୫. (abuse) Headstrong; obstinate.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୌଡ଼ିୟ) ସମ୍ପାଦନା
ଗୌଡ଼ୀୟ ବୈଷ୍ଣବମାନଙ୍କର ଶାଖାବିଶେଷ — A sect of B&aline;i̱shṇabas of Bengal (followers of Chaitanya).