ଶବ୍ଦାର୍ଥ:

ଖିଲ ମାରିବା
ଉଚ୍ଚାରଣ: Khilamāribā
কীলমারা खिलमारना

ଦେ. କ୍ରି —

ଗୋଟିଏ କୀଳାକୁ ଜୋର୍ରେ ଭୂଇଁ ବା କାଠ ଆଦିରେ ପ୍ରବେଶ କରାଇବା — To drive a bolt or peg into the ground or wood.


ଖିଲ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଛୋଟ କୀଳାକୁ ଭୂମିରେ ବା କାଠରେ ଭର୍ତ୍ତି କରିବା