ଶବ୍ଦାର୍ଥ:

ଖଣ୍ଟ ମାରିବା
ଉଚ୍ଚାରଣ: Khaṇṭa māribā

ଦେ. ବି —

ଖଣ୍ଟମାନେ ଆକ୍ରମଣ କରି ସମ୍ପତ୍ତି ବୋହି ନେବା; ଦସ୍ଯୁଙ୍କ ଧନଲୁଣ୍ଠନ —The removal of property by robbers and dacoits; robbery; dacoity; looting.


ଖଣ୍ଟ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଖଣ୍ଟ ବା ଡକାଇତଙ୍କଦ୍ୱାରା ଦ୍ରବ୍ୟର ବଳ— ପୂର୍ବକ ଅପହରଣ



ଉଚ୍ଚାରଣ ସମ୍ପାଦନା

$1

  • (file)
  • (file)