ଶବ୍ଦାର୍ଥ:
ଖଇଚୁର — ଉଚ୍ଚାରଣ: Khaichura খইচুর
ଦେ. ବି. —
ଖଇଚୂନାରେ ମିଠା ଦିଆଯାଇ ପ୍ରସ୍ତୁତ ହୋଇଥିବା ମିଷ୍ଟାନ୍ନ —A sweetmeat prepared with pounded fried paddy and sugar.