କ୍ଷୀରାବ୍ଧିଜ
କ୍ଷୀରାବ୍ଧିଜ —
ଉଚ୍ଚାରଣ: Kshīrābdhija
ସଂ. ବି. (କ୍ଷୀରାବ୍ଧି+ଜନ୍ ଧାତୁ+କର୍ତ୍ତୃ. ଅ; ସମୁଦ୍ରମନ୍ଥନରୁ ଜନ୍ମି ଥିବାରୁ) —
୧: ଚନ୍ଦ୍ର — ୧. The moon.
୨: ଅମୃତ —୨. Nectar.
୩: ଅନନ୍ତ; ବାସୁକୀ —୩. The great serpent of Hindu mythology.
୪: ମୁକ୍ତ; ମୋତି —୪. Pearl.