ଶବ୍ଦାର୍ଥ:
କ୍ଷୀରାଦ — ଉଚ୍ଚାରଣ: Kshīrāda
ସଂ. ବି. ପୁଂ.—(କ୍ଷୀର+ଅଦ ଧାତୁ=ଖାଇବା+କର୍ତ୍ତୃ. ଅ) —
ସ୍ତନ୍ୟ ପାନ କରୁଥିବା ଇତ୍ୟାଦି ଶିଶୁ — Suckling child.