କ୍ଷୀରା
କ୍ଷୀରା —
ଉଚ୍ଚାରଣ: Kshīrā
ক্ষীরা
क्षीरा
ସଂ. ବି. —
କ୍ଷୀରକାଙ୍କୋଲା (ଦେଖ) Kshīrakāṇkoḻā (See)
ଦେ. ବି. (ସଂ. କ୍ଷୀରକ; କ୍ଷୀରିକା) —
ଧଳା କାକୁଡ଼ି — White cucumber.
[ ଦ୍ର—କ୍ଷୀରାମଧ୍ୟରେ ଲମ୍ବ ହୋଇ ଗୋଟିଏ ତ୍ରି କୋଣାକାର ଫାଙ୍କ ଥାଏ ଏଥିପାଇଁ ତୁଳସୀଦାସ ତାଙ୍କ ଡୁହାରେ କପଟୀମାନଙ୍କୁ କ୍ଷୀରା ସଙ୍ଗେ ତୁଳାନା କରି ଅଛନ୍ତି— 'କ୍ଷୀରା ଯେସେ ମିଲନ୍ ହୋ, ଭିତର୍ ଫାଙ୍କେ ତୀନ୍'