କ୍ଷୀରବିଦାରୀ
କ୍ଷୀରବିଦାରୀ —
ଉଚ୍ଚାରଣ: Kshīrabidārī
ଅନ୍ୟ ସଂ. ନାମ—କ୍ଷୀରକନ୍ଦ,
ପଯୋଲତା, କ୍ଷୀରବଲ୍ଲୀ,
ଇକ୍ଷୁଗନ୍ଧା, ପୟଃକନ୍ଦା
ସଂ. ବି. —
ଭୁଇଁ କଖାରୁ ପରି ଏକପ୍ରକାର ଔଷଧ—ମୂଳ (ୟହିଁରୁ ଦୁଧ ପରି ରସ ବାହାରେ) —A kind of succulent medicinal root.
[ଦ୍ର—ଏହା ଶୂଳ ଓ ପ୍ରମେହ ରୋଗରେ ଉପକାରୀ]