କ୍ଷୀରଚୋରା ଗୋପୀନାଥ
କ୍ଷୀରଚୋରା ଗୋପୀନାଥ —
ଉଚ୍ଚାରଣ: Kshīrachorā gopīnātha
ଦେ. ବି —
ବାଲେଶ୍ବର ନିକଟସ୍ଥ ରେମୁଣାରେ ବିରାଜିତ ଶ୍ରୀକୃଷ୍ଣବିଗ୍ରହ — The image of Ṡrīkṛushṇa set up and worshipped at Remuṇā (a village in the district of Balasore.
[ ଦ୍ର—ଏହାଙ୍କଠାରେ ପ୍ରତିଦିନ ବାରଟି ପାତ୍ରରେ କ୍ଷୀର ବା ଘନଆଉଟା ଦୁଧ ଭୋଗହୁଏ ଭକ୍ତ ମାଧବେନ୍ଦପୁରୀଙ୍କ ପାଇଁ ଏ ଦେବତା ନିଜେ ଗୋଟିଏ କ୍ଷୀରପାତ୍ର ଚୋରି କରିଥିବାରୁ ସେହି ଦିନୁ ତାଙ୍କର ଏ ନାମ ହୋଇଅଛି]