କ୍ଷୀରଖଣ୍ଡ
କ୍ଷୀରଖଣ୍ଡ —
ଉଚ୍ଚାରଣ: Kshīrakhaṇḍa
ଦେ. ବି —
କନ୍ଦମିଶା ଦୁଧ; ସଶର୍କର ପୟଃ — Milk seasoned with sugar.
[ ଦ୍ର—ଏହା ଅତି ଉପାଦେୟ ବୋଲି ସର୍ବଜନବାଦୀ ଏଥିପାଇଁ କବି ଭଗବାନଙ୍କୁ ପ୍ରାର୍ଥନା କରି କହିଅଛନ୍ତି— କାଳିଦାସକବିତା ନବଂ ବୟଃ ମାହିଷଂ ଦଧି ସଶର୍କରଂ ପୟଃ ଏଣମାଂସମବଳା ସୁକୋମଳା ସମ୍ଭବନ୍ତୁ ମମ ଜନ୍ମଜନ୍ମନି]