ଶବ୍ଦାର୍ଥ:
କ୍ଷୀଣୀ — ଉଚ୍ଚାରଣ: Kshīṇī
ଗ୍ରା. (ପଦ୍ୟ) ବିଣ. ସ୍ତ୍ରୀ (ସଂ. କ୍ଷୀଣା) —
କ୍ଷୀଣ — Weakened.
ବ୍ୟାକୁଳରେ ହୋଇ କ୍ଷୀଣୀ ବଲ୍ଲଭେ ଭାଷେ ପକ୍ଷିଣୀ ଭଞ୍ଜ. ବୈଦେହୀଶବିଳାସ