ଶବ୍ଦାର୍ଥ:
କ୍ଷୀଣଧନ — ଉଚ୍ଚାରଣ: Kshīṅadhana (କ୍ଷୀଣଧନା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ଧନ) —
ୟାହାର ଧନ କ୍ଷୟ ପାଇଅଛି —Impoverished.