ଶବ୍ଦାର୍ଥ:
କ୍ଷିରିସା — ଉଚ୍ଚାରଣ: Kshirisā ক্ষিরসা
ଦେ. ବି. (ସଂ. କ୍ଷୀରଶସ୍ୟ) —
ଚାଉଳ ଓ ନଡ଼ିଆକୋରାର ରସ ଓ ଗୁଡ଼ ଦେଇ ତିଆରି ପତଳା ଅଟକାଳି (ଏହା ଖିରି ଠାରୁ ପତଳା ବା ପାଣିଆଁ) —A thin gruel made of rice boiled in milk and sweetened.