କ୍ଷିରସମୁଦ୍ର
କ୍ଷିରସମୁଦ୍ର —
ଉଚ୍ଚାରଣ: Kshirasamudra
বেড়েচিতা; রাঙ্গচিতা;
ঢোলসমুদ্র; রাংচিতা
समुद्रक
ମ. ଦିଣ୍ଡା
ଦେ. ବି. (ସଂ. କୁକ୍କୁରଜିହ୍ବା) —
ସିଝୁପତ୍ର ଭଳି ମୋଟା କିନ୍ତୁ ମସୃଣ ଓ ଗୋଲ ପତ୍ରବିଶିଷ୍ଟ ଗୁଳ୍ମ — A plant with thick green leaves and stems; Peddilanthus Tythymaloides; Leea Macrophylla. (Haines.).
[ଦ୍ର—ଏହାର ଫୁଲ ଆରକ୍ତ ଏଥିର ଡ଼ାଳ ଭାଙ୍ଗିଦେଲେ ଧଳା କ୍ଷିର ବାହାରେ; ଏଥିରେ କଣ୍ଟା ନାହିଁ ଏହାର ଡ଼ାଙ୍ଗ ସିଧା, ନେଳି, ଗୋଲ ଓ ମସୃଣ ଏ ଗଛ ଅଢେଇ ହାତ ପର୍ଯ୍ୟନ୍ତ ବଢ଼େ ଲୋକେ ଏ ଗଛକୁ ବାଡ଼ରେ ପୋତନ୍ତି ଏହାର ଡ଼ାଳ ବା ଡ଼ାଙ୍ଗରୁ ଗୋଟିଏ ଚୋପା ନଳ ପରି ବାହାରେ ଏହାର ପତ୍ରଗୁଡ଼ିକ କୁକ୍କୁର— ଜିଭ ପରି ଦିଶେ ବାୟା ବିଲୁଆ କାମୁଡ଼ିଲେ ଗଞ୍ଜାମରେ ଏହାର ଛେଲିକୁ ବାଟି ବୋଳନ୍ତି]