ଶବ୍ଦାର୍ଥ:
କ୍ଷିପ୍ରହୋମ — ଉଚ୍ଚାରଣ: Kshiprahome
ସଂ. ବି (କର୍ମଧା; କ୍ଷିପ୍ର+ହୋମ) —
ସାୟଂକାଳ ଓ ପ୍ରାତଃକାଳରେ ହୋମ (ଏହା ସଂକ୍ଷିପ୍ତ ଓ ଜଲଦି କରାଯାଏ, ହି. ଶଦ୍ଦସିଗର) — Oblation to fire perfomed in the morning and evening.