କ୍ଷିପ୍ରକାରୀ
କ୍ଷିପ୍ରକାରୀ —
ଉଚ୍ଚାରଣ: Kshiprakārī
(କ୍ଷିପ୍ରକାରିଣୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କ୍ଷିପ୍ର+କୁ ଧାତୁ+ଇନ୍ ୧: ମା. ୧: ବ.) —
କୌଣସି କାର୍ୟରେ ୟାହାର ସିଦ୍ଧହସ୍ତତା ବା ଫୁର୍ତ୍ତି ଦେଖାଯାଏ; ଯେ କୌଣସି କାର୍ୟକୁ ଅତିଶୀଘ୍ର କରିପାରେ; ଚାଲାଖ୍ —Prompt; quick in action; nimble; quick-handed.