ଶବ୍ଦାର୍ଥ:
କ୍ଷିପଣୁ — ଉଚ୍ଚାରଣ: Kshipaṇu
ସଂ. ବି. (କ୍ଷିପ୍ ଧାତୁ+ସଂଜ୍ଞାର୍ଥେ. ଅଣୁ) —
୧: ଧାନୁଷ୍କ —୧. An archer.
୨: ଅସ୍ତ୍ର —୨. Weapon.
୩: ପବନ —୩. Air.