କ୍ଷିଦ୍ରକଥା
କ୍ଷିଦ୍ରକଥା —
ଉଚ୍ଚାରଣ: Kshidrakathā
ଦେ. ବି. (ସଂ. ଛିଦ୍ର) —
୧: ଗୃହଚ୍ଛିଦ୍ର — ୧. Scandals of a family.
୨: ଛୋଟ ବା ନୀଚମନରୁ ସଂଭୁତ କଥା — ୨. Words produced from a mean mind.
୩: ଛୋଟନଜରିଆ ବା ଖଣ୍ଡିଗଣିଆ କଥା — ୩. Higgling and haggling; mean matters.