ଶବ୍ଦାର୍ଥ:
କ୍ଷିତିରକ୍ଷୀ — ଉଚ୍ଚାରଣ: Kshitirakshī
ସଂ. ବି. (୬: ଷ୍ଠୀ ତତ୍; କ୍ଷିତି+ରକ୍ଷିନ୍; ୧: ମା. ୧: ବ) —
ରାଜା; ମହୀପତି — King; ruler of the earth.