ଶବ୍ଦାର୍ଥ:
କ୍ଷିତିବଂଶ — ଉଚ୍ଚାରଣ: Kshitibaṁṡa
ଦେ. ବିଣ —
ଓଡ଼ିଆ ନାୟକ (ଗଣକ) ମାନଙ୍କର ଏକ ଶ୍ରେଣୀ; ମାଟିବଂଶ ଅବଧାନ — A class of astrologers of Orissa.
[ଦ୍ର—ଓଡ଼ିଶାର ନାୟକମାନେ ଦୁଇ ଶ୍ରେଣୀରେ ବିଭକ୍ତ; କ୍ଷିତିବଂଶ ଓ ଖଡ଼ିବଶ]