ଶବ୍ଦାର୍ଥ:
କ୍ଷିତିଚକ୍ରବାଳ — ଉଚ୍ଚାରଣ: Kshitichakrabāḻa
ସଂ. ବି. (୬: ଷ୍ଠୀ ତତ୍; କ୍ଷିତି+ଚକ୍ରବାଳ) —
ଜଗତ; ଭୂମଣ୍ଡଳ —The earth.
କ୍ଷତିଚକ୍ରବାଳ ମହାଭୀତି ନିବାରଣ ହେ— କବିସୂର୍ଯ୍ୟ. କିଶୋରୀଚମ୍ପୂ. କ୍ଷ—ଗୀତ