ଶବ୍ଦାର୍ଥ:
କ୍ଷିତିକମ୍ପ — ଉଚ୍ଚାରଣ: Kshitikampa
ସଂ. ବି. (୬: ଷ୍ଠୀ ତତ୍; କ୍ଷିତି+କମ୍ପ) —
ଭୂମିକମ୍ପ — Earth-quake.