ଶବ୍ଦାର୍ଥ:
କ୍ଷାରଭୂମି — ଉଚ୍ଚାରଣ: Kshārabhūmi
ସଂ. ବି. (ମ. ପ. ଲୋ; କ୍ଷାରଯୁକ୍ତ ଭୂମି) —
୧: ଖାରି ମାଟି; ଲୁଣା ମାଟି — ୧. Reh-soil; saline soil; calcine soil.
୨: ସାଜିମାଟି —୨. Natron.