କ୍ଷାରଣ
କ୍ଷାରଣ —
ଉଚ୍ଚାରଣ: Kshāraṇa
ସଂ. ବି. (କ୍ଷର ଧାତୁ ଣିଚ୍ କ୍ଷାରି ଧାତୁ+ଅନ) —
୧: ଅଭିଯୋଗ —୧. Accusation.
୨: ପରସ୍ତ୍ରୀହରଣ ସମ୍ବନ୍ଧରେ ମିଥ୍ୟା ଅଭିଯୋଗ — ୨. False accusation ofadultery.
୩: ପାଣିକୁ ବାମ୍ଫ କରି ବକୟନ୍ତ୍ରରେ ପୁଣି ଥଣ୍ଡା କରିବା; ଚୁଆଇବା —୩. Distillation.
୪: ପାଉଁସ କରିବା; କ୍ଷାର ରୂପ ପରିବର୍ତ୍ତନ କରିବା — ୪. Converting to alkali; reducing to ashes.