ଶବ୍ଦାର୍ଥ:
କ୍ଷାନ୍ତୁ — ଉଚ୍ଚାରଣ: Kshāntu
ସଂ. ବିଣ. (କ୍ଷମ ଧାତୁ+କର୍ତ୍ତୃ. ତୁ) —
କ୍ଷମାଶୀଳ — Forbearing.
ସଂ. ବି. ପୁଂ —
ପିତା —Father.