କ୍ଷଯଣ
କ୍ଷୟଣ —
ଉଚ୍ଚାରଣ: Kshayaṇa
ସଂ. ବି. (କ୍ଷି ଧାତୁ+ଭାବ ଅନ) —
୧: ବିନାଶକରଣ — ୧. Destroying.
୨: କ୍ଷୟକରଣ —୨. Deminishing.
୩: ନିଷ୍ଫଳ ଜଳାଧାର — ୩. A place with calm water.
୪: ଉପସାଗର —୪. Bay.
୫: ତିନି ଆଡ଼େ ସ୍ଥଳବେଷ୍ଟିତ ପୋତାଶ୍ରୟ — ୫. Harbour.
୬: ନିବାସ; ଗୃହ —୬. Abode; habitation.