ଶବ୍ଦାର୍ଥ:
କ୍ଷମିତା — ଉଚ୍ଚାରଣ: Kshamitā (କ୍ଷମିତ୍ରୀ—ସ୍ତ୍ରୀ)
ସଂ. ବିଣ. ପୁଂ(କ୍ଷମ ଧାତୁ+କର୍ତ୍ତୃ. ତ ୧: ମା. ୧: ବ) —
କ୍ଷମୀ (ଦେଖ) Kshamī (See)