କ୍ଷମା
କ୍ଷମା —
ଉଚ୍ଚାରଣ: Kshamā
ସଂ. ବି. (କ୍ଷମ ଧାତୁ=ସହିବା+ଭାବ. ଅ+ସ୍ତ୍ରୀ. ଆ) —
୧: ଦୋଷସହନ —୧. Forbearance.
୨: ଦୋଷମାର୍ଜନା —୨. Forgiveness.
୩: ଧୌର୍ୟ୍ୟ; ସହିଷ୍ଣୁତା —୩. Patience.
୪: ଦୁଖଶାନ୍ତି; ଦୁଖର ଉପସମ ବା ନିବୃତ୍ତ — ୪. Diminution of suffering; assuagement; abatement; alleviation.
୫: ପୃଥିବୀ —୫. The earth.
କ୍ଷମା ଗୁଣେ ତାହାକୁ ଊଣା ହେବ କ୍ଷମା କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ
୬: ଦକ୍ଷ କନ୍ୟା ଓ ପୁଲହଙ୍କ ସ୍ତ୍ରୀ — ୬. Name of the wife of a sage Pulaha and daughter of Daksha.
୭: ଖଦୀର ବୃକ୍ଷ —୭. Acacia Catechu (tree)
୮: ଏକ ସଂଖ୍ୟା — ୮. The number one.
୯: ଦୁର୍ଗା —୯. Goddes Durgā (M.W.)