କ୍ଷମତାତିରିକ୍ତ
କ୍ଷମତାତିରିକ୍ତ —
ଉଚ୍ଚାରଣ: Kshamatātirikta
ସଂ. ବିଣ. (୫: ମୀ ତତ, କ୍ଷମତା+ଅତିରିକ୍ତ) —
୧: କ୍ଷମତା ବା ଶକ୍ତିର ବହିର୍ଭୁତ — ୧. Beyond ond's power or ability.
୨: ନ୍ୟସ୍ତ ଅଧିକାରର ନିୟମ ବା ସୀମାକୁ ବଳି କରାଯାଇ ଥିବା —୨. Done beyond the terms of the vested authority; unauthorised.