ଶବ୍ଦାର୍ଥ:
କ୍ଷପାକର — ଉଚ୍ଚାରଣ: Kshapākara
ସଂ. ବି. (କ୍ଷପା+କୃ ଧାତୁ+କର୍ତ୍ତୃ. ଅ) —
୧: ଚନ୍ଦ୍ର — ୧. Moon.
୨: କର୍ପୁର —୨. Camphor.