କ୍ଷନ୍ଦଣିବନ୍ଧଣି
କ୍ଷନ୍ଦଣିବନ୍ଧଣି —
ଉଚ୍ଚାରଣ: Kshandaṅibandhaṅi
ଗ୍ରା. (ପଦ୍ୟ) ବିଣ. —
(ସଂ. ଛନ୍ଦ ଓ ବନ୍ଧ) ଛନ୍ଦଣିମନ୍ଦଣି; ପରସ୍ପର ଛନ୍ଦାଛନ୍ଦି — Intertwined with one another.
କୋଇଲି ଲୋ ! କ୍ଷନ୍ଦଣିବନ୍ଧଣି ଭୂଜଦଣ୍ଡ, କ୍ଷମା କର ମୋର ଦୋଷ ବୋଲେ ମାରକଣ୍ଡା ଲୋ କୋଇଲି କୋଇଲି ଚଉତିଶା