କ୍ଷତ୍ରି
କ୍ଷତ୍ରି —
ଉଚ୍ଚାରଣ: Kshatri
ছত্রী
ଦେ. ବି. (ସଂ. କ୍ଷତ୍ରିୟ) —
୧: କ୍ଷତ୍ରିୟ — ୧. Kshatriya by caste.
ଦ୍ରୋଣଙ୍କରେ ରକ୍ଷିତ କ୍ଷତ୍ରୀ ଯେତେ ଛନ୍ତି, କୃଷ୍ଣସିଂହମହାଭାରତ. ବନ
୨: (ସଂ. ଛାତ୍ରୀହ. କ୍ଷାତ୍ରୀ)—କ୍ଷାତ୍ରୀ (ଦେଖ) ୨. Kshātrī (See)
ଦେ. ବିଣ —
ସାହସୀ —Brave; couragious.