ଶବ୍ଦାର୍ଥ:
କ୍ଷତ୍ତ୍ରପ — ଉଚ୍ଚାରଣ: Kshattrapa
ସଂ. ବି (କ୍ଷତ୍ର+ପା ଧାତୁ+କର୍ତ୍ତୃ. ଅ) —
ପ୍ରାଦେଶିକ ଶାସନକର୍ତ୍ତା A Governor (M.W.)
[ଦ୍ର—ଏହି ଶବ୍ଦ ପୁରାତନ ଶିଳାଲିପି ଓ ମୁଦା ଉପରେ ଦେଖା— ଯାଏ; ତୁଳ ଏହି ଅର୍ଥରେ ଇଂ. ସ୍ଟ୍ରାପ; ଫା ସାକ୍ରାପ]