ଶବ୍ଦାର୍ଥ:
କ୍ଷତାରି — ଉଚ୍ଚାରଣ: Kshatāri
ସଂ. ବିଣ —
୧: (ବହୁବ୍ରୀହ, କ୍ଷତ ହୋଇଅଛି ଅରି ୟାହାର)— ଜୟୀ —Victorious.
୨: (୬: ଷ୍ଠୀ ତତ୍;କ୍ଷତ+ଅରି)—ଘାଆ ଆରୋଗ୍ୟକାରୀ (ଔଷଧ) —Curing wounds.