ଶବ୍ଦାର୍ଥ:
କ୍ଷତଚିହ୍ନ — ଉଚ୍ଚାରଣ: Kshatachihna
ସଂ. ବି (୬: ଷ୍ଠୀ ତତ୍; କ୍ଷତ+ଚିହ୍ନ) —
ଖଣ୍ଡିଆ ଦାଗ; ଆଘାତର ଦାଗ —Scar; mark of a wound; cicatrice.