ଶବ୍ଦାର୍ଥ:
କ୍ଷଣେ — ଉଚ୍ଚାରଣ: Kshaṇe ক্ষনেক क्षरामात्ल
ଦେ. ବି —
(ସଂ. କ୍ଷଣଂ)—ଏକ ମୂହୂର୍ତ୍ତ; ନିହିମାଏ; କ୍ଷଣମାତ୍ର — One moment only.
ଦେ. କ୍ରି. ବିଣ —
ଏକ ମୂହୂର୍ତ୍ତ ନିମନ୍ତେ — For one moment.