ଶବ୍ଦାର୍ଥ:
କ୍ଷଣିକା — ଉଚ୍ଚାରଣ: Kshaṇikā
ସଂ. ବି. ସ୍ତ୍ରୀ (କ୍ଷଣିକ+ସ୍ତ୍ରୀ. ଆ) ବିଦ୍ଯୁତ୍; ବିଜୁଳି — LIghtning.
ସଂ. ବିଣ. ସ୍ତ୍ରୀ —
କ୍ଷଣିକର ସ୍ତ୍ରୀଲିଙ୍ଗ — Feminine of Kshaṇika.