ଶବ୍ଦାର୍ଥ:
କ୍ଷଣରୂଚି — ଉଚ୍ଚାରଣ: Kshaṇaruchi
ସଂ. ବି (ବହୁବ୍ରୀହ, କ୍ଷଣ+ରୂଚିସ୍;୧: ମା.୧: ବ.)
କ୍ଷଣପ୍ରଭା; ବିଦ୍ଯୁତ୍; ବିଜୁଳି —Lightning.
ବିରାଜିବ କ୍ଷଣରୁଚି ଉଚିତରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଠ ଗୀତ