କ୍ଷଣଦା
କ୍ଷଣଦା —
ଉଚ୍ଚାରଣ: Kshaṇadā
ସଂ. ବି. ସ୍ତ୍ରୀ (କ୍ଷଣଦ+ସ୍ତ୍ରୀ. ଆ) —
୧: (ୟାହା ଅବସର ଦିଏ) ରାତ୍ରି —୧. Night (which gives leisure.)
ବୋଲାଇତ କ୍ଷଣଦା ସେ କ୍ଷଣ ପ୍ରାଯେ ଗଲା—ଭଞ୍ଜ. ବୈଦେହୀଶବିଳାସ
୨: ହଳଦୀ —୨. Turmeric (which is used extensively in festivals in India in the shape of paste).
୩: ବ୍ୟାପାରଶୂନ୍ୟତା —୩. Want of occupation.