ଶବ୍ଦାର୍ଥ:
କ୍ଷଣଜୀବୀ — ଉଚ୍ଚାରଣ: Kshaṇajībī
(କ୍ଷଣଜୀବିନୀ—ସ୍ତ୍ରୀ)
ସଂ. ବିଣ. ପୁଂ(କ୍ଷଣ+ଜୀବ ଧାତୁ+ଇନ୍୧: ମା.୧: ବ) —
ଯେ ଅତି ଅଳ୍ପ କାଳ ବଞ୍ଚି ରହେ — Ephemeral; short-lived.