କ୍ଷଣଜନ୍ମା
କ୍ଷଣଜନ୍ମା —
ଉଚ୍ଚାରଣ: Khaṇajanmā
ସଂ. ବିଣ (ବହୁବ୍ରୀହ; କ୍ଷଣ+ଜନ୍ମନ୍୧: ମା.୧: ବ.)
୧: ଶୁଭମୂହୂର୍ତ୍ତରେ ଜାତ — ୧. Born in an auspicious moment.
୨: କୀର୍ତ୍ତିଶାଳୀ; ପ୍ରସିଦ୍ଧ — ୨. Famous; celebrated.
୩: ଅତି ଭାଗ୍ୟବାନ୍ —୩. Very fortunate.
୪: କୃତି —୪. Born with excellent parts; aecomplised; talented.