ଶବ୍ଦାର୍ଥ:
କୋଦମା — ଉଚ୍ଚାରଣ: Kodamā (କୋଦମୀ—ସ୍ତ୍ରୀ)
ଗ୍ରା. ବିଣ. ପୁଂ. [ସଂ. କୁଦ୍ଦାଳ; କୋଡ଼ି ପରି ଚଉଡ଼ା ଥିବାରୁ?] —
୧: ସ୍ଥୂଳକାୟ; ମୋଟା — ୧. Fat-bodied.
୨: ପେଟୁଆ; ଥାକୁଲା —୨. Pot-bellied.