କଫୀ
କଫୀ —
ଉଚ୍ଚାରଣ: Kaphī
(କଫିନୀ—ସ୍ତ୍ରୀ)
কাফী
काफी
ସଂ. ବିଣ. ଫୁ. (କଫ+ଅଛି ଅର୍ଥରେ ଇନ୍; ୧: ମା.୧: ବ.) —
୧ କଫଯୁକ୍ତ —୧. Attacked with cold.
୨: ଶ୍ଲେଷ୍ମାଧିକ ଶରୀରବିଶିଷ୍ଟ — ୨. Habitually subject to cold; phlegmatic.
ସଂ. ବି —
ହସ୍ତି; ଗଜ —Elephant.
ବୈଦେ. ବି (ଇଂ. କଫ୍ଫି; ତୁର୍କୀ ଶବ୍ଦରୁ ଇଂରାଜିରେ ବ୍ୟବହୃତ; ଆ. କାବା) —
ଏକପ୍ରକାର ପଂଳ—ବୀଜ; (ଏହାର ଗୁଣ୍ଡକୁ ଗରମ ପାଣିରେ ପକାଇ ଚାହା ପରି ଖାଇବାକୁ ହୁଏ) —Coffee.
[ଦ୍ର—ଏହା ଆଫ୍ରିକା ଦେଶରେ ଆଚ୍ଛୁଆଦି ବର୍ଗର କ୍ଷୁପବିଶେଷ (coffea Arabica); ଏହାର ଫଳକୋଷସ୍ଥ ବୀଜକୁ ଭାଜି ଚୁରି ଫୁଟିଲା ପାଣିରେ ପକାଇ, ସେ ପାଣିକୁ ଛାଣି ଗରମଗରମ କରି ଖାଇଲେ ଚାହା ଖାଇଲା ପରି ଦେହରେ ସ୍ପୁର୍ତ୍ତି ଜନ୍ମେ ବର୍ତ୍ତମାନ ଦକ୍ଷିଣଭାରତ ଓ ସଂହଳରରେ କଫୀର ଚାଷ ହେଉଅଛି]